କୂଅନନ୍ଦ Kūananda
- ଦେ. ବି. (ସଂ. କୂପ+ନାନ୍ଦୀପଟ) — କୂଅରେ ବସିବା ମାଟି ବା ପଥର ଗୋଲାକାର ବଳୟ — Earth or stone for wells
- ଦେ. ବି. (ସଂ. କୂପ+ନାନ୍ଦୀପଟ) — [ଦ୍ର—କୂଅର କାନ୍ଥିରେ ବସିବା ମାଟି ବା ପଥରର ବଳୟକୁ ନନ୍ଦ ବୋଲାଯାଏ। ସାଧାରଣ ନନ୍ଦ ଠାରୁ କ୍ଷୁଦ୍ର ନନ୍ଦ ଯାହାକି କୂଅର ସବ୍ଭା ତଳେ ବସେ ତାକୁ 'ଗଳିନନ୍ଦ' ବୋଲାଯାଏ। କୂଅର ଫନ୍ଦରେ ଭୂମି ଉପରେ ବସାଯିବା ଚଉଡ଼ା ଓ ଉଚ୍ଚ ନନ୍ଦକୁ 'ଘୋଡ଼ା ନନ୍ଦ' ବୋଲାଯାଏ। କୌଣସି କୌଣସି କୂଅର କାନ୍ଥକୁ ଦୃଢ଼ କରି ରଖିବା ପାଇଁ ପ୍ରଥମେ ଚଉଡ଼ା ନନ୍ଦ ବସେ ଓ ତାହା ଭିତରେ 'ଗଳିନନ୍ଦ'. ଏପରି ଦୋହରି ନନ୍ଦ ବସେ।]