କୁଢ଼ା Kuṟḍ̠ẖā

  • ଦେ. ବି (ସଂ. କୁଟ ଧାତୁ) — ଗଦା କରିବା — Act of heaping
  • ଦେ. ବି (ସଂ. କୁଟ ଧାତୁ) — ଗଦା — Heap
  • ବିଣ — ଗଦାହୋଇଥିବା — Heaped up