କୁଢ଼କେଲି Kuṟḍ̠ẖakeli

  • ପ୍ରାଦେ. (ଗଞ୍ଜାମ) ବି (ସଂ. କୁଢ଼ ଧାତୁ+କେଳି) — ବାଲି ଗଦା କରି ତହିଁରେ ଖେଳିବା ଏକ ପ୍ରକାର ଖେଳ; ଧୂଳି ଖେଳ — A kind of children's sport consisting of making heaps of sand and playing with them