କୁ଼ଟିଳାକ୍ଷର Kuṭīḻākshara
- ସଂ. ବି. (କର୍ମଧା; କୁଟିଳ+ଅକ୍ଷର) — ବ୍ରାହ୍ମୀଲିପିର ପରବର୍ତ୍ତୀ ଓ ଦେବନାଗର ଲିପିର ପୂର୍ବବର୍ତ୍ତୀ ବକ୍ରଲିପିବିଶେଷ — A series of curved alphabets which were based on the Brāhmī alphabets and which preceded the introduction of Debanāgara script
- ସଂ. ବି. (କର୍ମଧା; କୁଟିଳ+ଅକ୍ଷର) — [ଦ୍ର—ଏ ଲିପି ଭାରତରେ ଅଷ୍ଟମ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିଲା ହି. ଶବ୍ଦସାଗର]