କୁହୁଡ଼ିପହଁରା Kuhuṟḍ̠ipahañrā

  • ଦେ. ବି — କୁହୁଡ଼ିରେ ପହଁରିବା ପରି ଅସାଧ୍ୟ ଓ ଅସମ୍ଭବ କାର୍ଯ୍ୟର ଚେଷ୍ଟା — Trying to do a physically impossible thing (compared to trying to swim in the fog
  • ଦେ. ବି — ଅବାସ୍ତବ ବିଷୟ ସାଧନ ପାଇଁ ଚେଷ୍ଟା — 'Wild goose-chase'
  • ଦେ. ବିଣ — ଯେ ଅସାଧ୍ୟ ସାଧନ ପାଇଁ ଚେଷ୍ଟା କରେ — Engaged in a wild goose-chase; hoping to or aiming at accomplishing a physically impossibie thing