କୁହୁଁଚିଆ Kuhuñchiā

  • ପ୍ରାଦେ. (ସମ୍ବଲପୁର) ବି — କଜଳପାତୀ (ପକ୍ଷୀ) (ଦେଖ) — Kajaḻapātī (bird) (See)
  • ପ୍ରାଦେ. (ସମ୍ବଲପୁର) ବି — କୋଚିଆ; ସର୍ପାକୃତି ମତ୍ସ୍ୟବିଶେଷ — Eel