କୁହୁଁଚିଆ ଉଷାରାଏତ୍ Kuhuñchiā ushārāet

  • ପ୍ରାଦେ. (ସମ୍ବଲପୁର) ବି — ଭୋର 3 ଟା ବେଳ — ଭୋର3ଟା ବେଳ— Time about 3 A. M
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ସେତେବେଳେ କୁହୁଁଚିଆ ବା କଜଳପାତୀ ରାବ ଦିଅନ୍ତି ବୋଲି ଏହି ନାମ।]