କୁହାବୋଲା Kuhābolā
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ନାନାପ୍ରକାରେ କହିବା — Speaking; talking
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ଅନୁନୟ ବିନୟ — Solicitation; request
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଗୁଣ୍ଡାଏ ଦୁଇ ଗୁଣ୍ଡା ଖାଏ। ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ସୁପାରିସ୍ — Recommendation