କୁହାଟ ମାରିବା Kuhāṭa māribā

  • ଦେ. କ୍ରି. — ଉଚ୍ଚ ଡାକ ଦେବା — To halloo; to shout from a distance
  • ଦେ. କ୍ରି. — ଜୟ ଗଙ୍ଗେଶ୍ୱର ବୋଲି କ୍ଷଣେ କ୍ଷଣେ ଉଲ୍ଲାସେ ମାରି କୁହାଟ। ରାଧାନାଥ, ପାର୍ବତୀ।