କୁହାକୁହି Kuhākuhi
- ଦେ. ବି. — ଅନ୍ଯୋଽନ୍ୟରେ କଥାବାର୍ତ୍ତା ହେବା; କଥୋପ— କଥନ — Consulation; conversation; mutual talk
- ଦେ. ବି. — ପ୍ରାର୍ଥନା — 3. Entreaty
- ଦେ. ବିଣ. — ଅନ୍ଯୋଽନ୍ୟରେ କଥାବାର୍ତ୍ତା ହେବା — Speaking to each other
- ଦେ. ବିଣ. — ଏହି ରୂପରେ ଦ୍ୱିଜେ ହୋଇ କୁହାକୁହି। କୃଷ୍ଣସିଂହ, ମହାଭରତ, ବନ।