କୁହାଇବା Kuhāibā

  • ଦେ. କ୍ରି — କହିବାର ଣିଜନ୍ତ ରୂପ — The caustative form of 'Kahibā'
  • ଦେ. କ୍ରି — ଅନ୍ଯ ବ୍ଯକ୍ତି କଥା କହିବାର ଉପାୟ କରିବା — To make another speak or utter something
  • ଦେ. କ୍ରି — ଅନ୍ଯ ଦ୍ୱାରା ଅଭୀଷ୍ଟ କଥା ଅବଗତ କରାଇବା ବା ଜଣାଇବା — To send words through another
  • ଦେ. କ୍ରି — ଚିତ୍ରସେନ ହାତେ ତା ମୋତେ କୁହାଇଲେ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି — ବୋଲାଇବା; (ଅମୁକ ନାମରେ) ଖ୍ୟାତ ହେବା — To be called or styled
  • ଦେ. କ୍ରି — ବିଧାତାର ପ୍ରିୟା ହୋଇ ସାବିତ୍ରୀ କୁହାଇ। ମାଘପୁରାଣ।