କୁହରିବା Kuharibā
- ଦେ. କ୍ରି. (ସଂ. କୁହର) — ପିକ ପରି କୁହୁକୁହୁ ଶବ୍ଦ କରିବା — To coo like the cuckoo
- ଦେ. କ୍ରି. (ସଂ. କୁହର) — ସହକାର କୁଞ୍ଜେ, ପିକବର ସଙ୍ଗେ, କୁହରଇ ପିକବଧୁ। ନନ୍ଦକିଶୋର, ନିର୍ଝରିଣୀ।
- ଦେ. କ୍ରି. (ସଂ. କୁହର) — (ସଂ. କୋହ)—ଅତ୍ୟନ୍ତ କୋହ ସହିତ କାନ୍ଦିବା — To lament or cry in a plaintive or continual voice