କୁସ୍ୱଭାବ Kuswabhāba

  • ସଂ. ବି. (କର୍ମଧା; କୁ+ସ୍ୱଭାବ) — ମନ୍ଦ ପ୍ରକୃତି — Evil or bad nature
  • ସଂ. ବିଣ. ପୁଂ. (ବହୁବ୍ରୀହି) — ମନ୍ଦପ୍ରକୃତିକ; ଦୁଷ୍ଟ — Ill-natured; wicked; of perverted nature