କୁସ୍ତୁଭ Kustubha

  • ସଂ. ବି. (କୁ=ପୃଥିବୀ+ସ୍ତୁଭ ଧାତୁ= ପୂଜା କରିବା+କର୍ମ. ଅ) — ବିଷ୍ଣୁ — An epithet of Bishṇu
  • ସଂ. ବି. (କୁ=ପୃଥିବୀ+ସ୍ତୁଭ ଧାତୁ= ପୂଜା କରିବା+କର୍ମ. ଅ) — ସମୁଦ୍ର — The ocean