କୁସ୍ତିଆଖଡ଼ା Kustiākhaṟḍ̠ā

  • ଦେ. ବି. (ଫା. କୁସ୍ତି+ସଂ. ଅକ୍ଷବାଟ) — ମଲ୍ଲବିଦ୍ୟା ଶିକ୍ଷା ଦିଆଯିବା କ୍ରୀଡ଼ାଭୂମି — Place for wrestling exercises; gymnasium