କୁସ୍ତଗିରିକାମ Kustagirikāma
- ଦେ. ବି.—(ବଣିଆ ଶବ୍ଦ) — ବନ୍ଧୁକ, ତରବାରୀ, ଛୁରୀ, କଟାରୀ ଓ ଜମଦାଢ଼, ଆଦି ହତିଆରମାନଙ୍କର କେବଳ ବେଣ୍ଟରେ ବା ଉପରେ ସୁନା ଓ ରୁପାର ତାରଦ୍ୱାରା କରାଯିବା କାରୁକର୍ମ — Gold and silver filigree work wrought on the handles and blades of swords, daggers, knives etc