କୁସୁମ୍ଭ Kusumbha
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — କୁସୁମଫୁଲ; ଗେଣ୍ଡୁଫୁଲ — Safflower
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — ଯାଫ୍ରାନ୍କେଶର — Saffron
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — କୁସୁମଫୁଲର ରଙ୍ଗ — Saffron colour
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — ସ୍ୱର୍ଣ୍ଣ — Gold
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — ବାହ୍ୟ ସ୍ନେହ — Outward affection
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — କମଣ୍ଡଳୁ — A water-pot with a circular handle over it; carried by ascetics
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ ଉମ୍ଭ) — ଅଗ୍ନିଶିଖା (ହି. ଶବ୍ଦସାଗର) — Flame of fire