କୁସୁମାୟୁଧ Kusumāyudha
- ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଆୟୁଧ) — କାମଦେବଙ୍କ ପୁଷ୍ପବାଣ — The flowery bow of Cupid
- ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଆୟୁଧ) — କାମଦେବ — The God of love; Cupid (holding the flowery bow and arrows)
- ବିଣ. ପୁଂ. (ବହୁବ୍ରୀହି) — ପୁଷ୍ପବାଣଧାରୀ — Holding a flowery bow