କୁସୁମାବତୀ Kusumābatī

  • ଦେ. ବି. (ନାମ) — ଘୁମୁସର ଆଡୁ ଆସି ଖଣ୍ଡପଡ଼ାରେ କଣ୍ଟିଲୋ ନିକଟରେ ମହାନଦୀରେ ପଡ଼ିଥିବା ଉପନଦୀ — A tributary of the Mahānadī river