କୁସୁମାଞ୍ଜଳି Kusumān̄jaḻi

  • ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଅଞ୍ଜଳି) — ଫୁଲର ଆଞ୍ଜୁଳା — A handful of flowers
  • ସଂ. ବି. (ମଧ୍ୟପଦଲୋପୀ; କୁସୁମ+ଅଞ୍ଜଳି) — ଉଦୟନାଚାର୍ଯ୍ୟଙ୍କ ପ୍ରଣୀତ ବେଦାନ୍ତ ଗ୍ରନ୍ଥ — Name of a Hindu theological work by Udayanāchārj̄ya