କୁସୁମସମୟ Kusumasamaya

  • ସଂ. ବି. ( 6 ଷ୍ଠୀ ତତ୍; କୁସୁମ+ସମୟ) — ଫୁଲ ଫୁଟିବାର ଋତୁ; ବସନ୍ତକାଳ — The spring
  • ସଂ. ବି. ( 6 ଷ୍ଠୀ ତତ୍; କୁସୁମ+ସମୟ) — ସ୍ତ୍ରୀମାନଙ୍କର ଋତୁକାଳ — Menstrual period of women