କୁସୁମବାଣ Kusumabāṇa
- ସଂ. ବି. (ମଧ୍ୟପଦଲୋପୀ; କୁସୁମ+ବାଣ) — ପ୍ରେମିକ ପ୍ରେମିକାଙ୍କ ପ୍ରତି ନିକ୍ଷିପ୍ତ କାମ— ଦେବଙ୍କ ପୁଷ୍ପଧନୁନିର୍ଗତ ଶର — The (imaginary) flowery shafts or arrows of the God Cupid thorn at lovers
- ସଂ. ବି. (ମଧ୍ୟପଦଲୋପୀ; କୁସୁମ+ବାଣ) — (ବହୁବ୍ରୀହି) କାମଦେବ — God Cupid