କୁସୁମବତୀ Kusumabatī

  • ସଂ. ବିଣ. ସ୍ତ୍ରୀ (କୁସୁମ+ବତ୍+ସ୍ତ୍ରୀ+ଈ) — ଋତୁମତୀ — Menstrauated
  • ସଂ. ବିଣ. ସ୍ତ୍ରୀ (କୁସୁମ+ବତ୍+ସ୍ତ୍ରୀ+ଈ) — କୁସୁମବତୀ ହୋଇ ଅବନୀଶୋଭା ତଳପ ତେଜି ତଳେ ହୋଇଛି ଉଭା ଯେ—ଭଞ୍ଜ, ସଙ୍ଗୀତ।