କୁସୁମପୁର Kusumapura

  • ସଂ. ବି. (ନାମ; କୁସୁମ+ପୁର; ପୁଷ୍ପପୂର୍ଣ୍ଣ ନଗର) — ପୁରାତନ ପାଟଳୀପୁତ୍ର ନଗର (ଆଧୁନିକ ପାଟଣା ସହର) — The ancient town of Pāṭaḻīputra in the vicinity of modern Patna