କୁସିସ୍ Kusis

  • ପ୍ରାଦେ. (ସମ୍ବଲପୁର) ବୈଦେ. (ଫା. କୋସିସ୍) ବି — ପ୍ରଯତ୍ନ; ଚେଷ୍ଟା; ଉଦ୍ଯୋଗ — Exertion; efforts