କୁସଂସ୍କାର Kusaṁskāra

  • ସଂ. ବି. (କର୍ମଧା; କୁ+ସଂସ୍କାର) — ଅନ୍ଧ ବିଶ୍ୱାସ — Superstition; prejudice
  • ସଂ. ବି. (କର୍ମଧା; କୁ+ସଂସ୍କାର) — ମିଥ୍ୟା ବା ଭ୍ରାନ୍ତ ଧାରଣା — A false or wrong impression or notion
  • ସଂ. ବି. (କର୍ମଧା; କୁ+ସଂସ୍କାର) — ପ୍ରତିକୂଳ ମତ — Unfavourable opinion