କୁଶାଗ୍ରୀୟ Kuṡāgrīya

  • ସଂ. ବିଣ. (କୁଶାଗ୍ର+ଈୟ) — ଅତି ସୂକ୍ଷ୍ମ (ବୁଦ୍ଧି) — Penetrating; sharp (intellect.)
  • ସଂ. ବିଣ. (କୁଶାଗ୍ର+ଈୟ) — କୁଶାଗ୍ର ପରି ସୂକ୍ଷ୍ମ — As sharp as the point of a blade of Kuṡa