କୁଶାଗ୍ରବୁଦ୍ଧି Kuṡāgrabudhhi

  • ସଂ. ବିଣ (ବହୁବ୍ରୀହି; କୁଶାଗ୍ର+ବୁଦ୍ଧି) — ସୂକ୍ଷ୍ମବୁଦ୍ଧିବିଶିଷ୍ଟ — Keen-witted; sharp
  • ସଂ. ବି.—(ଉପମିତ କର୍ମଧା) — ସୂକ୍ଷ୍ମ ବୁଦ୍ଧି — Sharp wit; clear insight