କୁଶବେଣ୍ଟି Kuṡabeṇṭi
- ଦେ. ବି — କୁଶଗଣ୍ଠି (ଦେଖ) — Kuṡagaṇṭhi (See)
- ଦେ. ବି — କୁଶ ପରି କେରାଏ ମୁଣ୍ଡବାଳ — A small lock of the hair of the head
- ଦେ. ବି — ଗାଧୋଇବା ପରେ ଶୁଖିବା ପାଇଁ ମୁକୁଳା ଥିବା ଲମ୍ବମାନ କେଶର ଅଗରେ ପକାଯିବା ଗଣ୍ଠି — A small knot tied at the end of the hair while it is left hanging down after bath
- ଦେ. ବି — କାନ୍ତାରତନର କୁନ୍ତଳପ୍ରାନ୍ତରେ ପକାଇଲେ କୁଶବେଣ୍ଟି। କବିସୂର୍ଯ୍ୟ, ଚନ୍ଦ୍ରକଳା।