କୁଶବିଟାଳି Kuṡabiṭāḻi
- ଦେ. ବିଣ. ସ୍ତ୍ରୀ — ରଜସ୍ୱଳା ହୋଇ ଶାଶୁଘରକୁ ଯିବା ପୂର୍ବରୁ ବିଧବା ହୋଇଥିବା ଶୂଦ୍ରକନ୍ୟା — A ṡūdra girl who is widowed before she visits her husband's house after attaining puberty
- ଦେ. ବିଣ. ସ୍ତ୍ରୀ — ରଜୋବତୀ ହେବା ପୂର୍ବରୁ ନାମମାତ୍ର ବିବାହିତା ଶୂଦ୍ର— କନ୍ଯା — A girl who is given in nominal marriage before attaining puberty