କୁଶପାତ୍ରୀ Kuṡapātrī

  • ଦେ. ବି. (ସଂ. କୁଶପାତ୍ର) — ଧର୍ମାନୁଷ୍ଠାନରେ କୁଶ ଓ ଜଳାଦି ରଖିବା ନିମନ୍ତେ ପ୍ରସ୍ତୁତ ତମ୍ବାର ଲମ୍ବା ପାତ୍ର — A boat-shaped vessel made of copper to be used in religious ceremonies