କୁଶଦ୍ୱୀପ Kuṡadwīpa

  • ସଂ. ବି — ପୁରାଣୋକ୍ତ ଦ୍ୱୀପବିଶେଷ; (ପୃଥିବୀର ସପ୍ତଦ୍ୱୀପ ମଧ୍ୟରୁ ଏକତମ ଦ୍ୱୀପ; ଏହା ଚାରିପାଖରେ ଘୃତ— ସିନ୍ଧୁବେଷ୍ଟିତ) — Name of one of the seven large islands comprising the universe according to the Hindu mythology