କୁଶଣ୍ଡିକା Kuṡaṇḍikā

  • ସଂ. ବି — ବ୍ରାହ୍ମଣଙ୍କ ବିବାହକାଳୀନ ବୈଦିକ କ୍ରିୟାବିଶେଷ; ହୋମାଗ୍ନି ସଂସ୍କାର କ୍ରିୟା — The Vedic ceremony performed at a Brāhmaṇa's marriage; the consecration of the Homa fire