କୁଶଗଣ୍ଠି Kuṡagaṇṭhi
- ଦେ. ବି. (ସଂ. କୁଶଗ୍ରନ୍ଥୀ) — କୁଶରେ ପକାଯିବା ଗଣ୍ଠି — A knot made with the kuṡa grass
- ଦେ. ବି. (ସଂ. କୁଶଗ୍ରନ୍ଥୀ) — [ଦ୍ର—ବ୍ରାହ୍ମଣଙ୍କ ପଇତା ଅକସ୍ମାତ୍ ଛିଣ୍ଡି ଗଲେ ଛିଣ୍ଡା ପଇତାରେ କୁଶଗଣ୍ଟି ପକାଇ କେତେକ ସମୟ କେହି କେହି କାମ ଚଳାନ୍ତି।]
- ଦେ. ବି. (ସଂ. କୁଶଗ୍ରନ୍ଥୀ) — ମୁକୁଳା କେଶରୁ କେରାଏ ଧରି ତହିଁରେ ପକାଯିବା କ୍ଷୁଦ୍ର ଗଣ୍ଠି — A knot made with a small lock of hair out of the whole dishevelled hair
- ଦେ. ବି. (ସଂ. କୁଶଗ୍ରନ୍ଥୀ) — ବିବାହରେ ବରକନ୍ୟାଙ୍କ ଦୁଇ ଡାହାଣହାତକୁ ଯୋଡ଼ିକରି ପକାଯିବା କୁଶର ଗ୍ରନ୍ଥି — The knot of kuṡa grass tied on the folded right hands of the couple during the nuptial rites; nuptial knot