କୁଳ୍ (ଧାତୁ) Kuḻ (root)
- ସଂ. — ଏକତ୍ର ହେବା — To be gathered
- ସଂ. — ଗଦା କରିବା — To heap up
- ସଂ. — ସଂଗ୍ରହ କରିବା — To Collect
- ସଂ. — ରକ୍ତ ସମ୍ପର୍କରେ ସମ୍ପୃକ୍ତ ହେବା — To be related as kinsman
- ସଂ. — ଗଣିବା — To count
- ସଂ. — ଗତି କରିବା — To move
- ସଂ. — ବିସ୍ତାର କରିବା — To spread