କୁଳୁକୁଳୁ Kuḻukuḻu

  • ଦେ. ବି. (ଧ୍ୱନ୍ୟନୁକରଣ; ତୁଳ. ସଂ. କଳନାଦ) — ପାଟିରେ ଜଳ ପୂରାଇ ଏକଳ ସେକଳ କରିବା ଧ୍ୱନି — The sound of gargling
  • ଦେ. ବି. (ଧ୍ୱନ୍ୟନୁକରଣ; ତୁଳ. ସଂ. କଳନାଦ) — ନଦୀ ପ୍ରବାହର ଧ୍ୱନୀ; କଳକଳ ଧ୍ୱନି — Gurgling sound of water flowing over shallow pebbles