କୁଳିଙ୍ଗ Kuḻiṅga
- ସଂ. ବି. (କୁଳ ଧାତୁ+କର୍ତ୍ତୃ. ଇଙ୍ଗ) — ପକ୍ଷୀ — Bird
- ସଂ. ବି. (କୁଳ ଧାତୁ+କର୍ତ୍ତୃ. ଇଙ୍ଗ) — ଘରଚଟିଆ ପକ୍ଷୀ — Sparrow
- ସଂ. ବି. (କୁଳ ଧାତୁ+କର୍ତ୍ତୃ. ଇଙ୍ଗ) — ମୂଷିକବିଶେଷ — A kind of mouse
- ସଂ. ବି. (କୁଳ ଧାତୁ+କର୍ତ୍ତୃ. ଇଙ୍ଗ) — କକଡ଼ାଶୃଙ୍ଗୀ (ହି. ଶବ୍ଦସାଗର) (ଦେଖ) — Kakaṟḍ̠āṡṛuṅgī (See)