କୁଳାଙ୍କୁର Kuḻāṅkura

  • ସଂ. ବି( 6 ଷ୍ଠୀ ତତ୍; କୁଳ+ଅଙ୍କୁର) — ବଂଶଧର — Scion or descendant of a family
  • ସଂ. ବି( 6 ଷ୍ଠୀ ତତ୍; କୁଳ+ଅଙ୍କୁର) — ଏକମାତ୍ର କୁଳାଙ୍କୁର ଏହି କୁରୁକୁଳେ। ରାଧାନାଥ, ମହାଯାତ୍ରା