କୁଳାଇବା Kuḻāibā

  • ସଂ. କ୍ରି (ବଙ୍ଗଳାରୁ ଅନୁକୃତ) — ଅଣ୍ଟିବା; ପର୍ଯ୍ୟାପ୍ତ ହେବା; ପୋଷେଇବା — To suffice
  • ସଂ. କ୍ରି (ବଙ୍ଗଳାରୁ ଅନୁକୃତ) — ଚାକିରିରେ ପୁଣି ମିଳେ ଯା କଉଡ଼ି କିଣିବାକୁ ତହିଁ ନ କୁଳାଏ ମୁଢ଼ି। ଭିକାରି, ଗୀତଲହରୀ