କୁଳସ୍ଥିତି Kuḻasthiti
- ସଂ. ବି—( 6 ଷ୍ଠୀ ତତ୍; କୁଳ+ସ୍ଥିତି) — ବଂଶର ପୁରାତନତ୍ୱ — An antiquity of a family
- ସଂ. ବି—( 6 ଷ୍ଠୀ ତତ୍; କୁଳ+ସ୍ଥିତି) — ବଂଶର ବୃଦ୍ଧି — Increase of a family
- ସଂ. ବି—( 6 ଷ୍ଠୀ ତତ୍; କୁଳ+ସ୍ଥିତି) — କୁଳଧର୍ମ; କୁଳାଚାର — Family status; family observances