କୁଳବ୍ରତ Kuḻabrata

  • ସଂ. ବି. (କୁଳ+ବ୍ରତ=ଆଚାର) — ବଂଶରେ ପରମ୍ପରାକ୍ରମେ ପାଳିତ ବ୍ରତ — A family-vow
  • ସଂ. ବି. (କୁଳ+ବ୍ରତ=ଆଚାର) — କୁଳାଚାର — Family usage
  • ସଂ. ବି. (କୁଳ+ବ୍ରତ=ଆଚାର) — କୁଳମର୍ଯ୍ୟାଦା — The honour or prestige of a family