କୁଳବୁଡ଼ା Kuḻabuṟḍ̠ā
- ଦେ. ବିଣ. ପୁଂ — ଯେ ଅକ୍ରିୟାଦ୍ୱାରା ଆପଣାର କୁଳଧର୍ମ ନାଶ କରେ — One who by his evil actions brings dishonour to his family
- ଦେ. ବିଣ. ପୁଂ — ଯେ ଅକ୍ରିୟା କରାଇ ପରର କୁଳଧର୍ମ ନାଶ କରେ — One who makes other people forsake their family traditions
- ଦେ. ବିଣ. ପୁଂ — ଯାହାଠାରୁ ବଂଶ ଲୋପ ହୁଏ; ଯାହାର ଅପତ୍ୟାଦି ହୁଏ ନାହିଁ — Issueless