କୁଳଦେବତା Kuḻadebatā
- ସଂ. ବି. (ମଧ୍ୟପଦଲୋପୀ; କୁଳର ଅଧିଷ୍ଠାତ୍ରୀ ବା ଉପାସ୍ୟା ଦେବତା) — ବଂଶରେ ପରମ୍ପରାକ୍ରମେ ପୂଜା ପାଉଥିବା ଦିଅଁ; ଇଷ୍ଟଦେବତା; କୁଳର ଆରାଧ୍ୟ ଦେବ — The guardian Deity of a family
- ସଂ. ବି. (ମଧ୍ୟପଦଲୋପୀ; କୁଳର ଅଧିଷ୍ଠାତ୍ରୀ ବା ଉପାସ୍ୟା ଦେବତା) — [ଦ୍ର—ଶାକ୍ତମାନଙ୍କର ଦୁର୍ଗା, ବୈଷ୍ଣବମାନଙ୍କର ବିଷ୍ଣୁ ଓ ଶୈବମାନଙ୍କର ଶିବ କୁଳଦେବତା ଅଟନ୍ତି।]
- ସଂ. ବି. (ମଧ୍ୟପଦଲୋପୀ; କୁଳର ଅଧିଷ୍ଠାତ୍ରୀ ବା ଉପାସ୍ୟା ଦେବତା) — ଷୋଡ଼ଶ ମାତୃକା ମଧ୍ୟରୁ ମାତୃକାବିଶେଷ — One of the 16 maternal Deities