କୁଳଦୀପ Kuḻadīpa
- ସଂ. ବି. ପୁଂ — (କୁଳ+ଦୀପ=ଉଜ୍ଜ୍ୱଳକାରୀ)— ଯେଉ ବ୍ଯକ୍ତି ବଂଶର ଖ୍ୟାତି ପ୍ରତିଷ୍ଠିତ କରେ; ଯେ ବଂଶର ମୁଖ ଉଜ୍ଜ୍ୱଳ କରେ — A person who is a glory to the family
- ସଂ. ବି. ପୁଂ — (ମଧ୍ୟପଦଲୋପୀ; କୁଳ ବା ଗୃହରେ ଜଳିବା ଦୀପ)— ଘରେ ଜଳିବା ପ୍ରଦୀପ — Lamp burning in a house
- ସଂ. ବି. ପୁଂ — [ଦ୍ର—ଲୋକେ କହନ୍ତି ଯେ "ମୁଁ ଏ କୁଳଦୀପକୁ ଚାହିଁ ହଲପ କରୁଛି"; ଗୃହରେ ନିତ୍ୟ ଅଗ୍ନି ଦେବତାଙ୍କର ଅଧିଷ୍ଠାନ ହୁଏ ବୋଲି କୁଳଦୀପ ହିନ୍ଦୁର ଦୃଷ୍ଟିରେ ପୂତ।]