କୁଳତ୍ଥିକା Kuḻathika

  • ସଂ. ବି. — କୁଳତ୍ଥ (ଦେଖ) — Kuḻattha (See)
  • ସଂ. ବି. — କଜ୍ଜ୍ୱଳରୂପେ ବ୍ଯବହୃତ ନୀଳ ପ୍ରସ୍ତର — Blue stone used as collyrium
  • ସଂ. ବି. — କୋଳଥ ପରି ଦାନାବିଶିଷ୍ଟ କସ୍ତୁରୀ— (ହରେକୃଷ୍ଣ ଦ୍ରବ୍ଯଗୁଣ।) — Musk with big flat grains