କୁଳଟ Kuḻaṭa

  • ସଂ. ବି. ପୁଂ. (କୁଳ+ଅଟ୍ ଧାତୁ+କର୍ତ୍ତୁ. ଅ) — ନିଜ ଔରସ ପୁତ୍ର ଛଡ଼ା ଆପଣା ସ୍ତ୍ରୀଗର୍ଭଜାତ ଅନ୍ୟର ଔରସ ପୁତ୍ର; କ୍ଷେତ୍ରଜ ସନ୍ତାନ — Any son except one's own; a son born of one's wife through not of one's loins
  • ସଂ. ବି. ପୁଂ. (କୁଳ+ଅଟ୍ ଧାତୁ+କର୍ତ୍ତୁ. ଅ) — ପୋଷ୍ୟପୁତ୍ର — Adopted son
  • ସଂ. ବି. ପୁଂ. — ବ୍ୟଭିଚାରୀ; ପରସ୍ତ୍ରୀପ୍ରେମିକ — Adulterous