କୁଳକ୍କ Kuḻakka

  • ସଂ. ବି. (କୁ+ଲକ୍କ ଧାତୁ=ବ୍ୟାପି ରହିବା+ଭାବ. ଅ) — ଝାଞ୍ଜ — Cymbal (Apte)
  • ସଂ. ବି. (କୁ+ଲକ୍କ ଧାତୁ=ବ୍ୟାପି ରହିବା+ଭାବ. ଅ) — ତାଳ — Beating time in music (Apte)