କୁଳକର୍ମ Kuḻakarma

  • ସଂ. ବି. (ମଧ୍ୟପଦଲୋପୀ; କୁଳାନୁଗତ କର୍ମ) — ବଂଶାନୁଗତ କର୍ତ୍ତବ୍ୟ କର୍ମ; କୁଳାଚାର — Family usage or custom or observance; the duties of one's own family
  • ସଂ. ବି. (ମଧ୍ୟପଦଲୋପୀ; କୁଳାନୁଗତ କର୍ମ) — କୁଳୀନ ବଂଶର କନ୍ୟାଦାନ (ପ୍ରକୃତିବାଦ) — Giving of a daughter in marriage to a high caste bridegroom
  • ସଂ. ବି. (ମଧ୍ୟପଦଲୋପୀ; କୁଳାନୁଗତ କର୍ମ) — କୁଳର ନିୟମାନୁସାରେ ପୁତ୍ରକନ୍ୟାମାନଙ୍କର ବିବାହ ଦେବା (ପ୍ରକୃତିବାଦ) — Marriage of the boys and girls of a family according to the family tradition