କୁଳ ରଖିବା

  • ଦେ. କ୍ରି. — କୌଣସି ବ୍ଯକ୍ତିର ବଂଶ ରକ୍ଷା କରିବା; କୌଣସି ବ୍ଯକ୍ତିର ବଂଶନାଶ ନ ହେବାର ଉପାୟ କରିବା।