କୁଳ ବୁଡ଼ିବା Kuḻa buṟḍ̠ibā
- ଦେ. ବି. — କୁଳ ଧର୍ମ ନାଶ ହେବା; ଜାତି ଯିବା — Excommunication from a caste or family owing to bad conduct
- ଦେ. ବି. — ବଂଶ ଲୋପ ହେବା — The extinction of a family
- ଦେ. ବି. — ମୋ ପୁଅ ଦୁଷ୍ଟ ପଣେ ମୋ କୁଳ ବୁଡ଼ୁଛି। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ। କୁଳ ବୁଡ଼ିବାର ଦେଖ ଏ ରୀତି, ଅଜା ଥାଉ ଥାଉ ମରଇ ନାତି। ପ୍ରବଚନ।